ମାହାଙ୍ଗା ପଡିଲା ବିଷଧର ସାପ ସହ ଅଭିନୟ: ସାପ ଚୋଟରେ ଆଖିବୁଜିଲେ ଅଭିନେତ୍ରୀ

ମୁମ୍ବାଇ: ସିନେମା ହେଉ ଅବା ଧାରାବାହିକ ସୁଟିଂ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀ ଜୀବନ୍ତ ପଶୁପକ୍ଷୀଙ୍କ ସହିତ ଅଭିନୟ କରିବାର ପରଦାରେ ଦେଖିବାକୁ ମିଳିଛି। କିନ୍ତୁ ସମୟସମୟରେ ଏଭଳି କରିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଥାଏ। ନିକଟରେ ଜଣେ ଅଭିନେତ୍ରୀ ଦୁଇଟି ବିଷଧର ସାପ ସହିତ ସୁଟିଂ କରୁଥିଲେ। ଏହି ସମୟରେ ଆକସ୍ମିକ ଭାବେ ସାପଟି ଅଭିନେତ୍ରୀଙ୍କୁ ଚୋଟଟିଏ ପକାଇଥିଲା। ଫଳରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ … Continue reading ମାହାଙ୍ଗା ପଡିଲା ବିଷଧର ସାପ ସହ ଅଭିନୟ: ସାପ ଚୋଟରେ ଆଖିବୁଜିଲେ ଅଭିନେତ୍ରୀ